STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ସ୍ନାନ ପୂର୍ଣ୍ଣମୀ ର ଚିନ୍ତନ

ସ୍ନାନ ପୂର୍ଣ୍ଣମୀ ର ଚିନ୍ତନ

1 min
24K

ନିଆରା ସହରର ନିଆରା ଠାକୁର 

କିଏ କହେ ଦାରୁଭୁତ ମୁରାରୀ ଆମର 

ମହୋଦଧି ଜଳେ ମିଶେ ଆକାଶ ଯାହାର 

ବାରମାସେ ତେରଯାତ ଆମରି ସହର 

ପ୍ରତିଟି ପ୍ରତ୍ୟୁଷ ଏଠି ଓଁ ପରଂବ୍ରହ୍ମ ଇଶ୍ଵର 

ଆଜି ସ୍ନାନପୂର୍ଣ୍ଣମୀ ରେ ଆମ ତିନି ଠାକୁର 

ସ୍ନାନବେଦୀମହମହଭକ୍ତମନେଉଠେକୋହ

କି କଲୁ କଳା ବଦନ କରୋନା ର ଜତୁଗୃହ 

ଦୂରେଥାଇ କିଦେଖିବୁ ଆଖିରେ ଆଖିଏଲୁହ

ତଥାପି ନିତିକାନ୍ତି ହେଉଥାଉ ଏମିତି ମୋହ

ରଖିଲେ ରଖିବ ସାଇଁ ନରଖିଲେ ନାଇଁ 

ଇଛାର ମାଲିକ ତୁମେ ସର୍ବ ଚରାଚର 

ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ମହେଶ୍ୱର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract