Dr.Sashi Bhushan Mohapatra
Inspirational
ସମୟ ଏଇ ଆସୁଛି ଏଇ ଯାଉଛି
କାଲି ସେ ଥିଲା
ମୁଁ ନଥିଲି,
ଆଜି ସେ ଅଛି, ମୁଁ ଅଛି
ଆସନ୍ତା କାଲି ଥିବ
ଅଥଚ ମୁଁ ନଥିବି
ସେ କିନ୍ତୁ ଥିଲା,ଅଛି,ଥିବ ।
ସେ ବତାଏ ନାହିଁ କିଛି
କିଛି ଶିଖାଏ କେବଳ,
ମୁଁ ଶିଖୁଥିବା ବ୍ୟକ୍ତିଟିଏ
ସମୟଠୁ ଶିଖୁଛି କେବଳ।
ବସନ୍ତ
ସମୟ
ମୁଁ ଅଛି
ଆସ ଈଶ୍ୱରୀ ଇଶ୍...
ମୁକ୍ତି ଆଉ କ’ଣ...
ଆଶ୍ରିତ
ଜୀବନର ଜୟଗାନ
ତୁମର କ’ଣ ଦରକା...
ରଙ୍ଗ
ପ୍ରେମ ରଙ୍ଗ
ଧନ୍ୟ ହେଲା ଦେଶ ତୁମକୁ ପାଇ, ଧନ୍ୟ ହେଲା ଦେଶ ତୁମକୁ ପାଇ,
ବାପୁ ,ଆମ ପୂଜ୍ୟ ପରମ୍ପରା ବାପୁ ,ଆମ ପୂଜ୍ୟ ପରମ୍ପରା
ଧୋ ରେ ବାଇଆ ଧୋ ଧୋ ରେ ବାଇଆ ଧୋ
ବାଣୀ ବିହାର ବାଣୀ ବିହାର
ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ
ଅଧା ଲଙ୍ଗଳା ଫକୀର ଅଧା ଲଙ୍ଗଳା ଫକୀର
ଆଜିର ରେବତୀ ଆଜିର ରେବତୀ
ଯେବେ ଶେଷ ନିଆଁ ଜଳିବ ଯେବେ ଶେଷ ନିଆଁ ଜଳିବ
ପବିତ୍ର ଜନ୍ମଦିନ ପବିତ୍ର ଜନ୍ମଦିନ
ମହେନ୍ଦ୍ର ପର୍ବତ ମହେନ୍ଦ୍ର ପର୍ବତ
ପୁରୁଷ ଜୀବନ ସାର୍ଥକ କରୁଅଛ ପୁରୁଷ ଜୀବନ ସାର୍ଥକ କରୁଅଛ
ଆଶା ଆଶା
ବିଚ୍ଛିନ୍ନାଞ୍ଚଳେ ଭାଷାର ସ୍ଵର ବିଚ୍ଛିନ୍ନାଞ୍ଚଳେ ଭାଷାର ସ୍ଵର
ବଳିଆ ବଚନଘନଶ୍ୟାମ ଜେନା ବଳିଆ ବଚନଘନଶ୍ୟାମ ଜେନା
ଶିଶୁ ଟିଏ ଯେବେ ଶିଶୁ ଟିଏ ଯେବେ
ସ୍ମୃତି ଅନୁଭୂତି ଭାଵ ବିହ୍ଵଳ ଲୁଚେଇ ଲୁଚେଇ ପଢିବାକୁ ଉସ୍କାଉଥିବା କୈଶୋର ଶେଷ ଆଦ୍ୟ ଯୌବନର ବୟସ ସ୍ମୃତି ଅନୁଭୂତି ଭାଵ ବିହ୍ଵଳ ଲୁଚେଇ ଲୁଚେଇ ପଢିବାକୁ ଉସ୍କାଉଥିବା କୈଶୋର ଶେଷ ...
ପରର ଆଖିରୁ ଅଶ୍ରୁ ନିଗିଡାଇ ନିଜେ ପାଏ ଯେ ଆନନ୍ଦ. ସମାଜ ଗଣଇ ନାସ୍ତିକ ତାହାକୁ ପାଏ ବହୁ ପର ପରର ଆଖିରୁ ଅଶ୍ରୁ ନିଗିଡାଇ ନିଜେ ପାଏ ଯେ ଆନନ୍ଦ. ସମାଜ ଗଣଇ ନାସ୍ତିକ ତାହାକୁ ...
ଈର୍ଷା ଅସୂୟାରେ ଭରା ୟାଙ୍କ ଦେହ କାହା ସୁଖ , ଶିରୀ ଦେଖନ୍ତି ନାହିଁ , ଈର୍ଷା ଅସୂୟାରେ ଭରା ୟାଙ୍କ ଦେହ କାହା ସୁଖ , ଶିରୀ ଦେଖନ୍ତି ନାହିଁ ,
କୋଠରି ଭର୍ତ୍ତି ତା ଖାଲି ଭାବ ନଈ ଧାର ପରି ସଦା ସେ ପହଁରି କୋଠରି ଭର୍ତ୍ତି ତା ଖାଲି ଭାବ ନଈ ଧାର ପରି ସଦା ସେ ପହଁରି