STORYMIRROR

Bijaya Swain

Inspirational

3  

Bijaya Swain

Inspirational

ସମୟ ଚକରେ ସଂସାର ରଥ

ସମୟ ଚକରେ ସଂସାର ରଥ

1 min
128


ସମୟ ରେ ସମୟ

ସମୟ ରେ ସମୟ

ସବୁ ଠାରୁ ବଳବାନ

ସବୁ ଠାରୁ ବଳବାନ

ଚକ ତୋର ଗଡୁ ଥିଲା

ଗଡୁଅଛି ଆଜି ପରା

 ଗଡୁଥିବ ସବୁ ଦିନ।

ସବୁଠାରୁ ବଳ ବାନ.....

ତୋ ଚକ ରେ ବନ୍ଧା ଅଛି ସଂସାର ରଥ

ଯେଣେ ଟାଣୁ ତେଣେ ଯାଏ ତୋହର 

ନିର୍ଦ୍ଦେଶ ପଥ

କେତେ ଯେ ଉଠାଣି

କେତେ ଯେ ଗଡାଣି

ସେଇଥିରେ ବନ୍ଧା ସଂସାରୀ ଜୀବନ।

ସବୁଠାରୁ ବଳବାନ....

ବାନ୍ଧିଛୁ ରଥ ଦଉଡି଼

ଘିରି ଘିରୀ ନେଉ ଭିଡ଼ି

କେତେବେଳେ ଦେଉ ଦୁଃଖ

ଆଉ କେତେବେଳେ ସୁଖ

କାହା ପାଇଁ ସୁଖ ରାତି

କାହାପାଇଁ ଦୁଃଖ ଦଇନ।

ରେ ସମୟ 

ରେ ସମୟ

ତୁ କେଡେ ବଳବାନ

ସବୁଠାରୁ ବଳବାନ...

ସବୁଠାରୁ ବଳବାନ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational