STORYMIRROR

Bijay Prusty

Fantasy

4  

Bijay Prusty

Fantasy

ସମତା ଆସିବ ଦିନେ

ସମତା ଆସିବ ଦିନେ

1 min
403


ଭିକ୍ଷୁକ ହେବିନି ବୋଲି

ପତେଇନି ହାତ

ମାଗିନି ସାହାନୁଭୁତି 

ଖସିର ମୂହୂର୍ତ୍ତ

କେବଳ ମୁଁ ମାଗେ ମୋର

ପରିଶ୍ରମ ଫଳ

ସେତିକି ବି ପାଇବାରେ

ହୁଏନି ସଫଳ I

କାହିଁକି ନିର୍ଦ୍ଦୟ ଏତେ

ମୋ ପାଇଁକି

କି ଦୋଷ ମୁଁ

କରିଛି କା ପାଶେ

କିମ୍ପା ମୋତେ 

ନିତି ନିତି ଲୁଟ ତୁମେ

ମୋ ଜୀବନ ପରିପୂର୍ଣ୍ଣ

ଖାଲି ଦୀର୍ଘଶ୍ୱାସେ I

ଭାବୁଛ ଏମିତି କରି

ସୁଖରେ ରହିବ?

ମୋଭଳି ହତଭାଗ୍ୟ

ମାନଙ୍କ ଲୁହରେ

ସୁଖ ତୁମ ଜଳିଯିବ ଦିନେ

ସେତେବେଳେ ବୋଧହୁଏ

ସମତା ଆସିବ I

      


Rate this content
Log in

Similar oriya poem from Fantasy