STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ସ୍ମୃତି

ସ୍ମୃତି

1 min
473

ନଦୀ କୋଳ , ନିଛାଟିଆ ଜାଗା 

ପାଖେ ମୋର କେହି ନାହିଁ ...।


ଖାଲି ରହିଛି ତୋର କିଛି ସ୍ମୃତି ...

ତୋ ହାତ ଉପରେ ହାତ ରଖି 

ମୁଁ ଚାଲି ପାରୁଥାଏ କେତେ ବାଟ,

ତୋ ପାଦ ସହ ମୋ ପାଦ ଗଣୁଥାଏ .।


ତୁ ମୋତେ କହୁଥାଉ 

ମୁଁ କୁଆଡ଼େ ଛୋଟ ଛୁଆ ପରି 

କେତେ ବଦମାସୀ କରୁଛି ....

କିନ୍ତୁ ତୋ ପାଟିରୁ 

ସେଇ ଛୋଟ ଛୁଆ ର ଡାକ 

ଭାରି ଭଲ ଲାଗୁଥଲା ....।


ମୋ ପାଟିରୁ ଚକୋଲେଟ ନେଇ 

ତୁ କେତେ ଖୁସିରେ ଖାଉଥିଲୁ ...।

ଆଉ ମୋତେ ଭାରି ହସ ଲାଗୁଥାଏ ...

ଏମିତି ଅନେକ କିଛି .....

କିନ୍ତୁ ଆଜି ସେ ସବୁ ଖାଲି ସ୍ମୃତି ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy