Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lovabati Das

Romance

3  

Lovabati Das

Romance

ସ୍ମୃତି

ସ୍ମୃତି

1 min
220


ଆଜି ବି ସେ ସ୍ମୃତି ବଞ୍ଚିଛି 

ଶୀହରିତ ସ୍ପର୍ଶ 

 ପ୍ରୀତିର ପଲକ 

ଅଭିମାନ ଆଖି 

ପ୍ରେମ ବୋଳା ଶବ୍ଦ ପୁଞ୍ଜି

ଆଜି ବି ସେ ସ୍ମୃତି ବଞ୍ଚିଛି । 

ସ୍ଵପ୍ନ ହୀନ ଦେହେ

 କଣ୍ଟକିତ ରାସ୍ତେ 

ନିଃଶବ୍ଦ ପାଉଞ୍ଜି ପାଦେ 

ଅଭିମାନିନୀର ଅଭିଳାଷ ଜଗେ

 ସ୍ମୃତିର ଫେରିବା ବାଟେ ।



Rate this content
Log in

Similar oriya poem from Romance