Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Abstract

2  

Gunanidhi Samal

Abstract

ସ୍ମୃତି

ସ୍ମୃତି

1 min
2.8K


କେବେ ଦିନେ ଭିଜୁଥିଲି

ପ୍ରୀତିର ଫଗୁଣେ

ଆଜି କିନ୍ତୁ ଭିଜୁଛି ମୁଁ "

ଲୁହର ଶ୍ରାବଣେ ,

ଡେଣା ଝାଡ଼ି ଉଡୁଥିଲି

ଫୁଲର ସହରେ

ଚୁମି ଚୁମି ଯାଉଥିଲି

ମହୁଆ ନିଶାରେ,

ଜୀବନ ଧରି ମୁଁ"ଆଜି

ମରେ ପ୍ରତି କ୍ଷଣେ

କେବେ ଦିନେ

ଏବେବି ମୋ"ମନେପଡେ

ସେ ହଜିଲା ଦିନ

ଯାହାକୁ ନେଇ ମୁଁ"କେତେ

ଦେଖିଛି ସପନ ,

ଆଜି ସିଏ ଚାଲିଗଲା

କାହିଁ କେତେ ଦୂରେ

ହେଲେ ଅମାନିଆ ମନ

ନିତି ତାକୁ ଝୁରେ ,

ଏ ଜୀବନେ ଆସିବେନି

ଆଉ କେହି ଜଣେ

କେବେ ଦିନେ


Rate this content
Log in

Similar oriya poem from Abstract