STORYMIRROR

Mrutyunjaya Sahoo

Romance

2  

Mrutyunjaya Sahoo

Romance

ସ୍ମୃତି

ସ୍ମୃତି

1 min
349


ସ୍ମୃତିର ସାଗରେ ଖୋଜୁଥିଲି ମୁଁ

ମୋତିର ଶାମୁକା ଟିଏ

ସାଗର କୂଳରେ ପାଇଲି ତୋତେ ମୁଁ

ପାଗଳ ସେଦିନୁ ହୁଏ

ମୋତି ସିନା ମିଳେ ଶାମୁକା ଗର୍ଭରୁ

ତୁ ମିଳିଲୁ ସାଗର କୂଳରେ

ମୋତି ସିନା ରୁହେ ସିନ୍ଦୁକ ଭିତରେ

ତୁ ରହିଲୁ ମୋ ହୃଦୟରେ

ମୋତି ଠାରୁ ଅଟୁ ଅତି ମୂଲ୍ୟବାନ

ପ୍ରିୟା ତୁ ମୋ ଜୀବନରେ

ସାଇତି ରଖିବି ପ୍ରିୟା ତତେ ମୁହିଁ

ସବୁ ଜନ୍ମ ହୃଦୟରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance