STORYMIRROR

Goutam Mohanty

Fantasy

3  

Goutam Mohanty

Fantasy

ସ୍ମୃତି

ସ୍ମୃତି

1 min
208

ସ୍ମୃତି ଏକ ଶୀତ ସକାଳ

ଖରା ର ଅନୁଭୂତି

ପୁଣି ବର୍ଷା,ଝଡ଼, ଝଞ୍ଜାର ତାତି,

ସ୍ମୃତି ଯୋଗାଏ ମନେ

କିଛି ମିଠା ମିଠା ତାତି

ପୁଣି କେବେ ଦିଏ

ଦୁଃଖ ଭରା ଅନୁଭୂତି

ସ୍ମୃତି ଯୋଗାଏ ପ୍ରଥମ ପ୍ରେମର

ପ୍ରଥମ ଦିନର ସ୍ମୃତି

ପୁଣି କେବେ ଦିଏ ବିରହେ

ବେଦନା ଭରା ଶାସ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy