STORYMIRROR

‌Manjula Hota

Abstract Children

3  

‌Manjula Hota

Abstract Children

ସ୍ମୃତି ଅତୀତର

ସ୍ମୃତି ଅତୀତର

1 min
433

ଅତୀତକୁ ଥରେ ଫେରି ଚାହିଁ ଦେଲେ

ମନେ ପଡେ କେତେ କଥା,

ମନେ ପଡିଯାଏ ମୋ ପିଲା ବେଳର 

କେତେ ବାଲ୍ୟ ଚପଳତା ।


ହାତରେ ସିଲଟ ଖଡ଼ି ଧରି ଯେବେ

 ଯାଉଥିଲି ପଢି ପାଠ

ମୋହରି ପରିକା ଦେଖୁଥିଲି ନିତି

 କେତେ କୁନି କୁନି ଚାଟ।


ମଧୁର ମଞ୍ଜୁଳ କେତେ ସ୍ମୃତି ମୋର

ଆଜି କାନେ ଯାଏ କହି,

ଫେରିବନି ଆଉ ଯାଇଛି ଯେ ଥରେ 

ସମୟ ସ୍ରୋତରେବହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract