STORYMIRROR

‌Manjula Hota

Abstract Inspirational Children

3  

‌Manjula Hota

Abstract Inspirational Children

ନାସ୍ତିକ

ନାସ୍ତିକ

1 min
329

ନାହିଁ ଆଧ୍ୟାତ୍ମିକ ମାର୍ଗରେ ଗମନ 

 ନୁହେଁ ଈଶ୍ୱର ବିଶ୍ୱାସୀ,

ଧର୍ମଶାସ୍ତ୍ର ଆଲୋଚନା କଲାବେଳେ

 ମଜାରେ ଦିଅନ୍ତି ହସି।

ଠାକୁରଙ୍କ ଭୋଗ ଖାଇବାରେ ଲୋଭ 

କେବେ ଆସେନି ମନରେ,

ଆବଶ୍ୟକ ନାହିଁ ପ୍ରଭୁଙ୍କର କୃପା

ମନ ରହେ ବ୍ୟସନରେ।

ନିଜେ ବଡ କହି ମନେ ଦମ୍ଭ ବହି

ନାଚୁଥାନ୍ତି ଗର୍ବ ଭରେ,

ହରି ନାମ ପଦେ ଧରେ ନାହିଁ ତୁଣ୍ଡେ 

ଧନ୍ୟ ହେ ନାସ୍ତିକ ନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract