STORYMIRROR

‌Manjula Hota

Abstract Drama

3  

‌Manjula Hota

Abstract Drama

ଅଧୁରା କାହାଣୀ

ଅଧୁରା କାହାଣୀ

1 min
416


ଜୀବନ ଥିଲେ ତ ମୃତ୍ୟୁଅଛି ଭାଇ

ସେ କଥା ଯାଉଛ ଭୁଲି କାହିଁପାଇଁ ।


ଜାଣି ପାରୁନାହ ଆଶା ବୈତରଣୀ

ସବୁ କରିଦେବ ଅଧୁରା କାହାଣୀ ।


ନିଃଶ୍ବାସ ଯେବେ ଦେବ ତ ସଙ୍କେତ

ଜୀବନର ଖେଳ ହୋଇବ ସମାପ୍ତ ।


ଯାହାର ନିର୍ଦ୍ଦେଶେ ଆସିଛ ଏଠାକୁ

ତା ନାମ ଉଚ୍ଚାରି କର କର୍ତ୍ତବ୍ୟକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract