STORYMIRROR

‌Manjula Hota

Others

4  

‌Manjula Hota

Others

ଈଶ୍ୱର

ଈଶ୍ୱର

1 min
519

ହେ ସର୍ବମୟ କର୍ତ୍ତା 

    ତୁମେ ମୋକ୍ଷ ଦାତା

ସତ୍ୟ ଶିବ ସୁନ୍ଦର ହେ

    ବିଶ୍ୱର ବିଧାତା।

ତୁମେ ଜଳ ତୁମେ ସ୍ଥଳ 

    ସର୍ବମୟ କର୍ତ୍ତା,

ଅନନ୍ତ ଅନାଦି ତୁମେ 

    ବ୍ରହ୍ମାଣ୍ଡ ଦେବତା।

ହେ ଈଶ୍ୱର ପରଂବ୍ରହ୍ମ 

   ଏ ବିଶ୍ୱ ନିୟନ୍ତା,

ଅଣାକାର ନିରାକାର   

   ତୁମେ ଗତିଦାତା ।

ହୃଦୟ ବେଦନା ସଦା

   ଶୁଣ ଆହେଧାତା,

ତୁମେ ବନ୍ଧୁ ତୁମେ ସଖା

    ତୁମେ ପିତା ମାତା।


Rate this content
Log in