STORYMIRROR

‌Manjula Hota

Others

2  

‌Manjula Hota

Others

ତୁମ ନୀରବତା

ତୁମ ନୀରବତା

1 min
167


 କେତେ କେତେ କଥା ଶିଖାଇଥାଏ ମା

ଏଇ ତୁମ ନୀରବତା,

ଆପେ କଷ୍ଟ ସହି

  ସନ୍ତାନକୁ ସୁଖ ଦେଇ 

ହରିଥାଅ ବ୍ୟଥା।

ଶାଶୁ ଶ୍ୱଶୁରଙ୍କ ସେବା ଠାରୁ ପୁଣି

ସନ୍ତାନ ପାଳନ ଯାଏ,

ସକାଳରୁ ରାତି ତୁମ ହାତ ଗୋଡ 

ବ୍ୟସ୍ତ ତହିଁ ରହିଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍