STORYMIRROR

‌Manjula Hota

Abstract Inspirational Children

3  

‌Manjula Hota

Abstract Inspirational Children

ମାନବିକତା

ମାନବିକତା

1 min
414


ମାୟା ସଂସାରରେ ଦି ଦିନ ଅତିଥି

କାହିଁକି ଏ ବ୍ୟାକୁଳତା ?

ବିଳାସ ବ୍ୟସନେ ମିଥ୍ୟା ପ୍ରଲୋଭନେ

ହରାଅ ମାନବିକତା।

ସବୁକୁ ଏଡାଇ ବିଭୁ ନାମ ଗାଇ

କର୍ମରେ ଯାଅ ନିମଜି,

ସେହି ମହାପ୍ରଭୁ ସୁଖର ସାଗର 

ଦିନ ନିଅ ତାଙ୍କୁ ଭଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract