STORYMIRROR

Ranjit Sahu

Romance Tragedy Others

4  

Ranjit Sahu

Romance Tragedy Others

ସ୍ମୃତି-5

ସ୍ମୃତି-5

1 min
255

ଝରକା ସେପାରି, 

ଟୋପାଏ ଶିଶିରରେ,

ଶୀତ ମାଡି ଆସେ I 


ଭିଜା ଫୁଲରେ,

ଟୋପାଏ ଶିଶିରରେ,

ତୁମର ସ୍ମୃତି ବାସେ I 


ମିଛ ବାହାନାରେ,

ଟୋପାଏ ଶିଶିରରେ,

ରାତିର ଲୁହ ହସେ I 


ପ୍ରତିଫଳିତ ହୋଇ, 

ଟୋପାଏ ଶିଶିରରେ,

ଭଙ୍ଗା ସ୍ଵପ୍ନ କିଛି ଭାସେ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance