STORYMIRROR

Santosh Pattnayak

Tragedy

2  

Santosh Pattnayak

Tragedy

" ସ୍ମରଣୀକା "

" ସ୍ମରଣୀକା "

1 min
3.1K


ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ....


ବିଧିର ବିଧାନ ଆନ କି'ବା ହବ

ଉଇଁଲା ସୂର୍ଯ୍ୟ ତ' ଅସ୍ତ

ସନ୍ଧ୍ୟାରେ ଅଟଳ ହୋଇଲ ନିସ୍ତେଜ

ବିରଳ ତୁମ ବ୍ୟକ୍ତିତ୍ବ....


ମରିବି ଅମର ଲୋକଙ୍କ ମାନସେ

କୀର୍ତ୍ତି କରିଗଲ ଯେତେ

ତୁମରି ମଉନେ ଝୁରୁଛନ୍ତି ଜନେ

ଦେଇ ଶ୍ରଦ୍ଧାଞ୍ଜଳି କେତେ....


ଇଶ୍ବରଙ୍କ ପାଶେ ସଦଗତି ଇଛେ

ଓଠ ପିଏ ନେତ୍ର ଅଶ୍ରୁ

ମହାପ୍ରୟାଣର ମହାଯାତ୍ରା ପଥେ

କୋଟି ସୁମନ ବରଷୁ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy