STORYMIRROR

Banasmita Panda

Tragedy Inspirational Others

2  

Banasmita Panda

Tragedy Inspirational Others

ସମ୍ପୂର୍ଣତା

ସମ୍ପୂର୍ଣତା

1 min
89


ଯେବେ ଇଚ୍ଛାକର

କୌଣସି ସ୍ତ୍ରୀ କୁ ପ୍ରେମ

ସର୍ବଦା ଏକ ପିତା ହେବାକୁ

ଚେଷ୍ଟାକର

ଗୋଟେ ପ୍ରେମଭରା ଚୁମ୍ବନ

ତା ମଥାରେ,

ମସ୍ତକ ଉପରେ ପ୍ରେମଭରା ହାତ

ଆଶୀର୍ବାଦ ରେ ଭରପୁର

ଆଲିଙ୍ଗନ ଭରା ଝୁଡିଏ ବିଶ୍ୱାସ

ଭରିଦିଏ ତା ମନରେ

ଏକ ଅଦ୍ଭୁତ ବିଶ୍ୱାସ

ସମସ୍ତ ବିପଦ ଭରା ସମୟ ତୁମର

ଆସିବା ପୂର୍ବେ ତା ପାଶେ

ସେ ତୁମ ଜୀଵନର କୁନି ପରୀ ସମାନ

ବୟସରେ ସମସ୍ତ ପାହାଚେ

ନାରୀର ସମସ୍ତ ପ୍ରେମ...., ମମତା, ସ୍ନେହମୟୀ

କାଳଜୟୀ ଦିଶେ ତା ଅସ୍ତିତ୍ବ ଭିତରେ

ସମସ୍ତ ସମୟ ର ଅସପୂର୍ଣତା ଭିତରେ

ସେ ଆପଣଙ୍କ ପାଇଁ ସର୍ବଗୁଣା ସମ୍ପୂର୍ଣତାର

ସେ ଆଧାର.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy