STORYMIRROR

Pramod Kumar Jena

Inspirational

3  

Pramod Kumar Jena

Inspirational

ସମ୍ପତ୍ତି

ସମ୍ପତ୍ତି

1 min
13.5K


କବିର କବିତା       ଚିର ଦିନ ପାଇଁ

ରହିବ ପାଠକ ସଙ୍ଗେ

ରୂପ ରଙ୍ଗ ସବୁ       ଅଢେଇ ଦିନିଆ

କବି ଥିବେ ଯୁଗେ ଯୁଗେ


ପାଠକ ମୁହଁରେ       ହସଲ ଲହରୀ

ଆମର ବଡ ସମ୍ପତ୍ତି

କାଲି ଚାଲିଯିବ       ସଂସାରରୁ ଯଦି

କବିତା ପାଇବ ଖ୍ୟାତି

ପ୍ରମୋଦ କୁମାର ଜେନା ©


Rate this content
Log in

Similar oriya poem from Inspirational