STORYMIRROR

Sunanda Mohanty

Inspirational Others

2  

Sunanda Mohanty

Inspirational Others

ସମ୍ପତ୍ତି

ସମ୍ପତ୍ତି

1 min
16

ଦ୍ୱିତୀୟ ଜନନୀ ଆମ ଗୋମାତା 

ସେବାରେ ତାହାର ହେବା ବିଶ୍ୱବନ୍ଦିତା 

ପଶୁଟିକୁ ଆମେ ପାଳିଆସୁଛେ 

ବୃଦ୍ଧା କାଳେ ଅଣହେଳା କରୁଛେ 

ଶପଥ କରିବା ସାହାହୋଇବା 

ସରକାରେ ପୁଣି ଦୁଃଖ କହିବା 

ମଣିଷ ନୁହେଁ ପଶୁ ପାଇଁ ହେଉ ଆଶ୍ରୟ ସ୍ଥଳ 

ଯେତେଥାଉ ଅଧିକା ହେଉ ରକ୍ଷା ପାଇବାକୁ ଗୋରୁକୁଳ 

ତାଙ୍କପାଇଁ ସେବାକାରୀ ରହିବେ 

ଦାଦନ ନଯାଇ ଗୋମାତା ପାଳିବେ 

ପଶୁସମ୍ପଦ ଆମର ଶ୍ରୀ ବୃଦ୍ଧି କରେ 

ଗୋମାତା ଶ୍ରେଷ୍ଠ ସମ୍ପତ୍ତି ଏଇ ଧରାରେ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational