ସମ୍ପତ୍ତି
ସମ୍ପତ୍ତି


ଦ୍ୱିତୀୟ ଜନନୀ ଆମ ଗୋମାତା
ସେବାରେ ତାହାର ହେବା ବିଶ୍ୱବନ୍ଦିତା
ପଶୁଟିକୁ ଆମେ ପାଳିଆସୁଛେ
ବୃଦ୍ଧା କାଳେ ଅଣହେଳା କରୁଛେ
ଶପଥ କରିବା ସାହାହୋଇବା
ସରକାରେ ପୁଣି ଦୁଃଖ କହିବା
ମଣିଷ ନୁହେଁ ପଶୁ ପାଇଁ ହେଉ ଆଶ୍ରୟ ସ୍ଥଳ
ଯେତେଥାଉ ଅଧିକା ହେଉ ରକ୍ଷା ପାଇବାକୁ ଗୋରୁକୁଳ
ତାଙ୍କପାଇଁ ସେବାକାରୀ ରହିବେ
ଦାଦନ ନଯାଇ ଗୋମାତା ପାଳିବେ
ପଶୁସମ୍ପଦ ଆମର ଶ୍ରୀ ବୃଦ୍ଧି କରେ
ଗୋମାତା ଶ୍ରେଷ୍ଠ ସମ୍ପତ୍ତି ଏଇ ଧରାରେ.