STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ସମ୍ପର୍କର ପରିଭlଷl -ରୀତା ଅପରାଜିତ

ସମ୍ପର୍କର ପରିଭlଷl -ରୀତା ଅପରାଜିତ

1 min
393

ସମୟ ଓ ସମ୍ପର୍କର

ସୁଅରେ ଆମେ କଣ ସତ ରେ ଭାସି ଚାଲୁ

କାହ୍ନା ସହ ମୋ ସମ୍ପର୍କ

କାହିଁ କେଉଁ ଯୁଗ ପୁରୁଣା କଥା

ତାର କଣ ମନେଥିବ ମୋ କଥା

ଯଶୋଧl ପରି ସେବା ସ୍ନେହ ମମତା

ଢାଳିବାକୁ ତାର କ'ଣ ମା' ର ଅଭାବ ......?

ମୋ ସର ,ଲବଣି ଖୋଇବl

ମୋ ଆଦର ମୋ ସ୍ନେହ

ତାର ଆଉ ମନେ ନାହିଁ

କାହିଁ କେଉଁ ଯୁଗର ପୁରୁଣା ସମ୍ପର୍କର ଖିଅ

କ'ଣ କେବେ ଛିଡି ପାରେ .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract