Gouttam kachim
Romance
ମୁଁ ଯାଉଥିଲି ମୋ ବାଟରେ,
ସେ ଯାଉଥିଲା ତା ବାଟରେ,
ଭେଟ ହେଲା ତାର ମୋର ଯେଉଁଠି,
ସମ୍ପର୍କର ନୂଆଁ ମୁଁହ, ପାଇଲି ସେଇଠି।
ଚିହ୍ନି ନ ଥିଲା ସେ ମୋତେ,
ମୁଁ ତାକୁ ଚିହ୍ନି ନ ଥିଲି,
ସଂପର୍କର ନୂଆଁ ମୁଁହ,
ସେ ଦେଖିଲା ମୁଁ ଦେଖିଲି,
ମୁକ୍ତା ସମ ନେଲି ତାକୁ ସାଉଁଟି।
ଗୁରୁଜୀଙ୍କୁ ନମ...
ବୀର
ମନେ ପଡ଼େ ମନ କ...
ଭାଇ ଭଉଣୀର ସ୍ମ...
ରକ୍ଷା କରିବାର ...
ପୂଜ୍ୟ ତ୍ରିରଙ୍...
ପାର୍ବଣ ରେ ଦୁର...
ଚାଳ ଘର
ସଂପର୍କର ହାତ ଧ...
ଭିଜା ମାଟିର ବା...
ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ। ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ।
ସୁବାସିତ କରେ ପ୍ରାଣ ମନ ନିତି ପୁଲକ ପ୍ଲାବନ ଖେଳେ ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ ଜୀବନ ଯାପନ କରେ । ସୁବାସିତ କରେ ପ୍ରାଣ ମନ ନିତି ପୁଲକ ପ୍ଲାବନ ଖେଳେ ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ ...
କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ । କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ ।
ପ୍ରେମର ପ୍ରଥମ ରାତି ପ୍ରେମର ପ୍ରଥମ ରାତି
ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବୁକୁ କର ପସନ୍ଦ ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବ...
କହିଲି ବାନ୍ଧବୀ ମନକୁ ଊଣା ନ କରି ନ ଦିଅ ବନ୍ଧୁ ଯାତନା । ଭଳିକି ଭଳିକି କରି ଆଇଟମ କହିଲି ବାନ୍ଧବୀ ମନକୁ ଊଣା ନ କରି ନ ଦିଅ ବନ୍ଧୁ ଯାତନା । ଭଳିକି ଭଳିକି କରି ଆ...
ବେଳ ବୁଡ଼ି ବୁଡ଼ି ଗଲେ ଧିରେ ସଞ୍ଜ ହେଇଯାଏ ତାଙ୍କ ଘର ବାଟ ଦେଇ ନିତି ମୁଁ ଯେ ଆସେ ଯାଏ ଯେବେ ଦେଖି ଦିଏ ମୋତେ ପ... ବେଳ ବୁଡ଼ି ବୁଡ଼ି ଗଲେ ଧିରେ ସଞ୍ଜ ହେଇଯାଏ ତାଙ୍କ ଘର ବାଟ ଦେଇ ନିତି ମୁଁ ଯେ ଆସେ ଯାଏ ...
କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ । କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ ।
ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।। ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।।
ପ୍ରିୟା ର ସନେଟ୍ ପ୍ରିୟା ର ସନେଟ୍
କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ମୁହଁରୁ... କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ...
ବାହୁ ବନ୍ଧନରେ ବାନ୍ଧି ରଖି ମୋତେ ପିଇଗଲୁ ପ୍ରୀତି ମଧୁ, ସାରା ଦେହ ଛୁଇଁ ତୋ ନାଁ ଲେଖିଲୁ ସତେ କି.. ବାହୁ ବନ୍ଧନରେ ବାନ୍ଧି ରଖି ମୋତେ ପିଇଗଲୁ ପ୍ରୀତି ମଧୁ, ସାରା ଦେହ ଛୁଇଁ ତୋ ନାଁ ଲେଖିଲ...
ଉଜୁଡା ଯମୁନା ଘାଟର ଚାନ୍ଦିନୀ ନିଛାଟିଆ ଜହ୍ନରାତି ହସଫୁଲ ଝରେ ବଧୁଲି ଓଠରୁ କିଏ ହେବ... ଉଜୁଡା ଯମୁନା ଘାଟର ଚାନ୍ଦିନୀ ନିଛାଟିଆ ଜହ୍ନରାତି ହସଫୁଲ ଝରେ ବଧୁଲି ଓ...
ବାଦଲ ଉହାଡେ ମୁହଁ ଲୁଚାଅନା ମୋ ମୁଖକୁ ଟିକେ ଚାହଁ, ଅମର ପ୍ରେମର ଗାଥା ମୁଁ ଗାଇବି ନିରେଖି ତୁମର ମୁହଁ। ବାଦଲ ଉହାଡେ ମୁହଁ ଲୁଚାଅନା ମୋ ମୁଖକୁ ଟିକେ ଚାହଁ, ଅମର ପ୍ରେମର ଗାଥା ମୁଁ ଗାଇବି ନିରେଖ...
ଭସାମେଘ ପରି ଭାସି ଯାଉଥିଲି ତୁମ ପ୍ରେମ ଆକାଶରେ ଭିଜା ଶ୍ରାବଣୀଟେ ସାଜି ତୁମେ ପ୍ରିୟା ଭିଜେଇଦେଲ ଲୁହରେ... ଭସାମେଘ ପରି ଭାସି ଯାଉଥିଲି ତୁମ ପ୍ରେମ ଆକାଶରେ ଭିଜା ଶ୍ରାବଣୀଟେ ସାଜି ତୁମେ ପ୍ରିୟ...
ପୀରତି ବୋଲି ଏ ତିନୋଟି ଅକ୍ଷର କିଏ ଆଣିଲା ଏ ଧରାକୁ, ପ୍ରେମ ବୋଲି ଯେଉଁ ଅଛିଣ୍ଡା ବନ୍ଧନ କିଏ ରଚିଲା ଏ... ପୀରତି ବୋଲି ଏ ତିନୋଟି ଅକ୍ଷର କିଏ ଆଣିଲା ଏ ଧରାକୁ, ପ୍ରେମ ବୋଲି ଯେଉଁ ଅଛିଣ୍ଡା ବନ୍ଧ...
କଥା ଦେଉଥିବା ଓଠ, କଥା ରଖୁଥିବା ସିନ୍ଦୁକର କବ୍ଜାରେ ଚିରକାଳ । ଛୁଇଁଲେ ସାପର ଗର୍ଜନ, ନଛୁଇଁଲେ ଅଭିଳାଷର ଐଶ୍ୱର୍ଯ୍ୟ କ... କଥା ଦେଉଥିବା ଓଠ, କଥା ରଖୁଥିବା ସିନ୍ଦୁକର କବ୍ଜାରେ ଚିରକାଳ । ଛୁଇଁଲେ ସାପର ଗର୍ଜନ, ନଛୁଇଁଲେ...
ବର୍ଷା ଏକ ସ୍ମୃତି ସେଇ ପିଲାଦିନର, କଳାହାଣ୍ଡିଆ ମେଘ ଦେଖି ମାଆ କୋଳରେ ଲୁଚିବାର, ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ ... ବର୍ଷା ଏକ ସ୍ମୃତି ସେଇ ପିଲାଦିନର, କଳାହାଣ୍ଡିଆ ମେଘ ଦେଖି ମାଆ କୋଳରେ ଲୁଚିବାର, ବାପାଙ୍କ ଫେର...
ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନା ଆଉ ବିଡ଼ମ୍ବନା ! ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନ...
ରଜତ ମାୟାବି ରାତ୍ରିର ଶେଷ ପ୍ରହରରେ ଦୀପଶିଖା ଝାପ୍ସା ଆଲୁଆରେତୁମ ପାଦ ଛବି ଖୋଜେ।କାଳେ ତୁମେ ଲୁଚି ବସିଥିବକଦମ୍ବର କୋର... ରଜତ ମାୟାବି ରାତ୍ରିର ଶେଷ ପ୍ରହରରେ ଦୀପଶିଖା ଝାପ୍ସା ଆଲୁଆରେତୁମ ପାଦ ଛବି ଖୋଜେ।କାଳେ ତୁମେ ଲ...