STORYMIRROR

Nirupama Tarai

Abstract

3  

Nirupama Tarai

Abstract

ସମ୍ପର୍କର ନୂଆ ମୁହଁ

ସମ୍ପର୍କର ନୂଆ ମୁହଁ

1 min
170


ସମ୍ପର୍କ ସଂସାର ମୂଲ୍ୟବାନ ରତ୍ନ

ଖାଦ୍ୟ , ବାସଗୃହ, ବସ୍ତ୍ର ସମାନ।

ଦୁଇ ମନ ଆଉ ପ୍ରାଣର ମିଳନେ,

ସମ୍ପର୍କ ନିଶ୍ଚଳ କରି ବିତରଣ।୧।


ସମ୍ପର୍କ ଗଢାଏ ବହୁ କଷ୍ଟରେ

ସନ୍ଦେହ ଭାଙ୍ଗେ କିଛି କ୍ଷଣ ରେ।

ଛୋଟ ହୋଇ ପୁଣି କ୍ଷୁଦ୍ର ଅକ୍ଷର,

ଏହା ପଛେ ବନ୍ଧା ସଂସାର।୨।


ରକ୍ତ ସମ୍ପର୍କ ରେ ଗଢା ପରିବାର

କ୍ଷୀର ନୀର ଭେଦି ସମ୍ପର୍କ ସାର,

ସମ୍ପର୍କ ପାଏ ସର୍ବତ୍ର ଆଦର

ଅବିଶ୍ୱାସ କରେ ସମ୍ପର୍କ ପର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract