STORYMIRROR

Nirupama Tarai

Abstract Tragedy Action

3  

Nirupama Tarai

Abstract Tragedy Action

ସମ୍ପର୍କର ନୂଆ ମୁହଁ

ସମ୍ପର୍କର ନୂଆ ମୁହଁ

1 min
166


ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା

ଗଢିଛ ସମ୍ପର୍କ ଚିର ସୁନ୍ଦର

ନୂଆ ମୁହଁ ଆଣେ ସମ୍ପର୍କ ଗଢ଼ି

ହୃଦୟ ମଧ୍ୟ ରେ ଆନନ୍ଦ ଯୋଡ଼ି।

 

ସମ୍ପର୍କ ଆଣେ ଜୀବନେ ମୋଡ଼

ସତେକି ଯେମିତି ଅଶାନ୍ତ ଝଡ

ମଜବୁତ ଯେବେ ହୋଇବ ଏହି

ଛିଣ୍ଡାଇ ପାରେନି ଏହାକୁ କେହି।


ସମ୍ପର୍କ ର ସୂତା କ୍ଷଣ ଭଙ୍ଗୁର

ସତେକି ବାରିଧି ନୀଳ ସାଗର

ମନରେ ପ୍ରାଣକୁ କରେ ବିଚଳ

ଆଖି ରେ ଭରି ଦିଏ ଅବିର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract