Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Mohanty

Inspirational

3  

Sunita Mohanty

Inspirational

ସମ୍ପର୍କ

ସମ୍ପର୍କ

1 min
121


ସମ୍ପର୍କ ତ ତୋର ମୋର 

        ଜନ୍ମ ଜନ୍ମାନ୍ତର 

ତୋତେନା ମୁଁ ପାରିବି ଛାଡି 

        ନା ତୁ ମୋତେ କରିବୁ ପର I 

ମୋ ଅନୁଭବରେ ତୁ ନାୟକ...... 

ତୋ ଗଣିତ ସୂତ୍ରରେ ବନ୍ଧା 

       ମୋ ଜୀବନ ଫଳକ I

ତୁ ମୋ ଅନୁରାଗରେ 

      ତୁ ମୋ ସକାଳ ସଞ୍ଜରେ 

ଦେଇ ଥିବା ଅଭିନୟ ତୋର....... 

ପୁରା କରିବି ଜୀବନ ନାଟକରେ   I

ତୁ କାହିଁକି ମୋର ଏତେ ନିଜର 

    କେତେ ଭକ୍ତ ଅଛି ପାଖରେ ତୋର 

କଷ୍ଟ ସହିନି ମୁଁ ଦେବକୀ ପରି 

    ସ୍ନେହରେ ହେବିନି ଯଶୋଦା ସରି..... 

ଖାଲି ଭଲ ପାଏ ଅନ୍ତର ଭରି 

   ମୋ ସାଥେ ଥାଉ ତୋ ଭାବର ଡୋରି I

      


Rate this content
Log in

Similar oriya poem from Inspirational