STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ସମ୍ପର୍କ

ସମ୍ପର୍କ

1 min
13.4K


ତମେ ଶୋଇଗଲା ପରେ

ମୁଁ ଦେଖୁଥିଲି ତୁମ ଆଖି ଯୁଗଳକୁ

ମୁଦ୍ରିତ ଆଖି ପଛର ସୁନେଲି ସ୍ୱପ୍ନକୁ

ସ୍ୱପ୍ନରେ ଆକାଂକ୍ଷିତ ଆଞ୍ଜୁଳାଏ ଆଶାକୁ

ଆଶାରେ ଜର୍ଜରିତ ଜାରଜ ଭବିଷ୍ୟତକୁ

ଭବିଷ୍ୟତରେ ଘଟିବାକୁ ଯାଉଥିବା ଅଘଟଣକୁ

ଅଘଟଣରେ ସମ୍ପୃକ୍ତ ଆମେର ଅବାଞ୍ଛିତ ସମ୍ପର୍କକୁ

ସମ୍ପର୍କରେ ଛନ୍ଦା ଦୁଇଟି ନିରୀହ ମନର ସେ ଆଶ୍ଳେଷକୁ

.......

ହେଇ ! କାଇଁ ଏମିତି ହଉଛ ?

ପଥରକୁ ପାଣି କରି କ'ଣ ଯେ ପାଉଛ ?

.......

Sorry .... If I m disturbing U....

.......

Sorry....? Penalty ଦେବାକୁ ହେବ ।

.......

Penalty ?

.......

ହୁଁ । ଯାହା ଦେବି ଓ ଯେତିକି ଦେବି, ତାହା ଓ ସେତକ ଫେରେଇବାକୁ ହେବ, କହି

😘

😘

😘

😘

😘ର ବର୍ଷା ....

........

😊

☺ ରହସ୍ୟମୟ ହସ ଧାରରେ ଭେଦି ଗଲା ଯିଏ

ସେ ..... !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance