STORYMIRROR

Prasant Kumar Nath

Classics

3  

Prasant Kumar Nath

Classics

ସମ୍ପର୍କ

ସମ୍ପର୍କ

1 min
397

ପବିତ୍ର ସମ୍ପର୍କ

ଏମିତି ଅଟେ ସେ ପବିତ୍ର ବନ୍ଧନ

ଛିଡେଇଲେ ଛିଡେନାହିଁ

ସ୍ନେହ ମମତାର ମଧୁର ସମ୍ପର୍କ

ଅଟଇ ଭଉଣୀ ଭାଇ

ଭାଇ ଭଉଣୀର ପ୍ରେମର ସନ୍ତକ

ସାଜିକି ହାତର ରାକ୍ଷୀ

ଜନମ ଜନମ ସାତ ଜନ୍ମ ପାଇଁ

ରହିଥାଏ ହୋଇ ସାକ୍ଷୀ

ରାକ୍ଷୀ ନୁହେଁ ଖାଲି ସୁତା ଖିଆଟିଏ

ଛିଡେଇଲେ ଛିଡ଼ିଯିବ

ଭାଇ ଭଉଣୀର ମମତା ବନ୍ଧନ

ଜନ୍ମ ଜନ୍ମ ରହିଥିବ

ଭଉଣୀ ସାଥିରେ ଭାଇଟିଏ ଥିଲେ

ଯାଏ ନାହିଁ ସିଏ ଡରି

ଚାଲୁଥାଏ ସିଏ ଜୀବନର ପଥ

ଭାଇକୁ ଭରସା କରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics