STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସମ୍ପର୍କ

ସମ୍ପର୍କ

1 min
145

ସମ୍ପର୍କର ବାକ୍ୟ ମଧ୍ୟରେ ଏତେ କମା ପୂର୍ଣ୍ଣଛେଦ, 

ବୁଝିହୁଏନି ଗଣିତର ଅଭେଦ ନା ମନର ବିଭେଦ.

ସମ୍ପର୍କର ସୁତା ରେ ଏତେ ଗଣ୍ଠି ଥିଲେ,ଫିଟାଇବି,

ନା ଲଷ୍ମୀଙ୍କ ନାମରେ ଦଶଗୋଟି ଗଣିବି ଭାବିଲେ. 


ସମ୍ପର୍କ ଟା ହାତରୁ ଖସିଯାଇ ଖରା ପୂଏଁ ଆଉ କା ଚାଲରେ 

ଚାଳରୁ ଚାଳ ଛତୁ ଫୁଟି ରୁଅ ମେଲି ବାଉଁଶ ଦିଶିଲେ 

ସମ୍ପର୍କ ମଜବୁତ କି ନା ଜଣାପଡିବ ବଳେ ବଳେ, କଳେ ବଳେ କଉଶଳେ. 

  ସତରେମ ସମ୍ପର୍କ ଆଜି ସୀମାବଦ୍ଧ 

ଭୟ, ଆବେଗ, ଦ୍ଵନ୍ଦ, କାଳେ କିଏ କିଛି ମାଗିନେବ

ସ୍ୱାମୀ ସ୍ତ୍ରୀ ଭିତରେ ବି ଯୁଗ୍ମ ଓ ଅଗୁଗ୍ମ ସଂଖ୍ୟାର ଦ୍ଵନ୍ଦ 

ପବନବହୁ ଯେତେ ଅନୁକୂଳ, ଥାଉ ଯେତେ ବି ସମ୍ବନ୍ଧ

କ୍ଷତାକ୍ତ ହୋଇ ହୋଇ ଥରକୁ ଥର ବହୁବାର 

ସମ୍ପର୍କ ବି ଏଵେ ହାଯାଏ ଦିଗନ୍ତ 

ମୁଁ ତୁ ସେ ସମେସ୍ତେ ସେ ସମ୍ପର୍କରେ ଅବରୁଦ୍ଧ

ଚେଷ୍ଟା ପ୍ରଚେଷ୍ଟା ଥରକୁ ଥର ପଡିଉଠି 

ସମ୍ପର୍କ କୁ ଯୋଡୁଥାଏ ମାଆ 

ସେ ସମ୍ପର୍କର ମହତ ପଣିଆ, ତା ପଣତ ର ନାଆଁ 

ପଣତ ସିନା ସାତସିଆଁ 

ସମ୍ପର୍କ ସେଠି ବାହୁଥାଏ ନାଆ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract