STORYMIRROR

Sabyasachi Padhi

Abstract

3  

Sabyasachi Padhi

Abstract

ସମ୍ପର୍କ

ସମ୍ପର୍କ

1 min
5

ସମ୍ପର୍କ ସମ୍ପର୍କରେ 

ସମ୍ୟକ ଜ୍ଞାନର ସୀମାହୀନ ପରିସର 

ସମୁଚିତ ଭାବେ ସଂକୁଚିତ ହୋଇଯାଏ 

ସମାଲୋଚିତ ହେବାର ସଠିକ ସମ୍ଭାବନା ଭିତରେ I


ସଂଧ୍ୟାର ସାନ୍ଧ୍ରତା 

ସମଭାବାପନ୍ନ ଜୀବନର ସମ୍ପର୍କ 

ସମୁଦ୍ର ଉପରେ ସାଉଁଟା ହୋଇଆସେ 

ସିମାଙ୍କିତ ଅନ୍ଧକାରର ସତ୍ୟତା ଭତରେ I  


ସମାନ୍ତର ଆକାଶର 

ସିମାନ୍ତର ସରହଦ ଭିତରେ 

ସଂରଚିତ ଶଇବାଳ ପ୍ରାଚୀରର ସମ୍ପର୍କ 

ସମୀଚିନ ସୂଚନାର ପ୍ରାନ୍ତର ଦେହରେ I 


    


Rate this content
Log in

Similar oriya poem from Abstract