STORYMIRROR

Sabyasachi Padhi

Fantasy

4.0  

Sabyasachi Padhi

Fantasy

ଅଜଣା ଲାଗେ ଆଜି ଏ ଇଲାକା

ଅଜଣା ଲାଗେ ଆଜି ଏ ଇଲାକା

1 min
29

ଅଜଣା ଅଜଣା ଲାଗେ ଆଜି ଏ ଇଲାକା

ପତ୍ରଝଡ଼ା ଦେଇଥିବା ତୁଙ୍ଗ ବୃକ୍ଷରାଜି

ପଲ୍ଲବିତ ହେବେ

ରଙ୍ଗହୀନ ଗନ୍ଧହୀନ ପରିସର

ସବୁଜିମା ପୁଣି ମହକିବ ମହ ମହ

କିଚିରି ମିଚିରି ନାନା ବାୟା ପୁଣି ଲେଉଟିବେ ନୀଡ଼କୁ

ମେଘ ଏଠି ପୁଣି ଆଙ୍କିଦେବ

ସପ୍ତରଙ୍ଗୀ ଇନ୍ଦ୍ରଧନୁ 

ଅଜଣା ଅଜଣା ଲାଗେ ଆଜି ଏ ଇଲାକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy