STORYMIRROR

Sabyasachi Padhi

Inspirational

4.5  

Sabyasachi Padhi

Inspirational

ସୁପ୍ରଭାତ

ସୁପ୍ରଭାତ

1 min
6

ଅପସୃୟମାଣ ଅମା ଅନ୍ଧକାର

ଆଲିଙ୍ଗନ କରେ ନବୀନ ସୂର୍ଯ୍ୟ

ବୁଣିଦିଏ ଆଭାର ପ୍ରାଚୁର୍ଯ୍ୟ I


ଥିରି ଥିରି ମଳୟ ସଂଚାରିତ କରେ 

ଆଶାର ନୀଳିମା I


ଦୂରୁ ଭାସିଆସେ କୋକିଳର ନୈସ୍ୱର୍ଗିକ ତାନ

ଧୋଇନିଏ ମନର କର୍ଦମା I

 

ପ୍ରଭାତର ଶୁଭ ଆଗମନ 

ନିତ୍ୟ ନୂତନ ସତ୍ୟ ଚିରନ୍ତନ I


ଧନ୍ୟ ହେ ଭଗବାନ 

ସଦ୍ଭାବନା ହେଉ ବିଦ୍ୟମାନ I


Rate this content
Log in

Similar oriya poem from Inspirational