STORYMIRROR

Nityananda Barik

Inspirational

4  

Nityananda Barik

Inspirational

ସ୍ବପ୍ନ

ସ୍ବପ୍ନ

1 min
272


ବେଳେ ବେଳେ ଅଲୈ।କିକ ସ୍ବପ୍ନ ଗୁଡିକ 

   ‌‌‌‌‌‌‌‌‌‌‌‌ମନକୁ ଅଥୟ କଲାବେଳେ 

ବାସ୍ତବତା ମନକୁ ଆକର୍ଷିତ କରେ

ହଜିଯାଇଛି କଣ ଏଭଳି ଭାବନାର

ଖିଅଗୁଡିକ ଅଡ଼ୁଆ ସୂତା ପରି ଗୁଡେ଼ଇ ପକେଇ

ମନକୁ ନୟାନ୍ତ କରି ପକାଏ

ଗୀତାର ଜ୍ଞାନ ଗୁଡିକ ମନରେ ପଶୁ ପଶୁ

ସବୁ ପ୍ରଶ୍ନ ସମାଧାନ କରିପାରେ 

ସ୍ଥିତ ପ୍ରଜ୍ଞା ଭାବନାକୁ ନେଇ 

ତଥା କଥିତ ଭାବନା ପୁନଃ ସ୍ଥାପିତ

ସଂସାର ର ଆବର୍ତ୍ତରେ ପଡ଼ିଥିବା ମଣିଷ ଟି 

ଗତାନୁଗତିକ ରୀତି କୁ ଆପଣାଏ

ସୁଖ ଦୁଃଖ ର ପରିଧି ରେ ଘୂର୍ଣ୍ଣିତ ଜୀବନ

କର୍ତ୍ତବ୍ୟ ର ଆହ୍ବାନ ରେ ଆଗେଇ ଚାଲିବାର ସ୍ଵକୀୟ ଭାବଧାରା

ତାକୁ ହାତଠାରି ଡାକେ

ଏହାହିଁ ତ ମଣିଷ ଜୀବନର 

ଜୀବନ ପଞ୍ଜିକା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational