STORYMIRROR

Gargi Mishra

Children

4  

Gargi Mishra

Children

ସମ୍ପର୍କ ସୂତା

ସମ୍ପର୍କ ସୂତା

1 min
329

ଜୀବନର ବସନ୍ତ ସର୍ବଦା ରହେନାହିଁ 

ନକଥା ହୁଅ ପଛେ ଆକଥା କୁହନାହିଁ

ସାନଙ୍କୁ ଆଦର ହୁଅ ବଡ଼ଙ୍କୁ ନତମସ୍ତକ

ସବୁବେଳେ କହୁଥାଏ ଆମପ୍ରିୟ ପୁସ୍ତକ

ସମ୍ପର୍କର ଡୋରି ଅତି ସୂକ୍ଷ୍ମସୁତା ଅଟଇ 

ସ୍ନେହସଦିଚ୍ଛାରେ ବନ୍ଧା, କଟୁବଚନେ ଛିଣ୍ଡଇ

ମୁଣ୍ଡପାତି ସହିଯାଏ ବନ୍ଧୁ ରାଗ ରୋଷ 

ଚାଲିଗଲେ ଥରେ ଭାଗ୍ୟକୁ ଦେଉଥିବ ଦୋଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children