STORYMIRROR

kahnu charan sahu

Abstract

2  

kahnu charan sahu

Abstract

ସଳିତା

ସଳିତା

1 min
144

ନିଜେ ଜଳି ଜଳି

ଜୀବନକୁ ଉତ୍ସର୍ଗ କରିଦିଏ

ଆଉ କାହାକୁ

ମେଞ୍ଚାଏ ଆଲୋକ ଦେବାପାଇଁ


ଆଉ କାହା

ଓଠରେ ନିଜେ ହସେ

ଆଉ କାଆ ଖୁସିରେ ନିଜେ ଖୁସି ହୁଏ


ଦେଖିପାରେ ନା

ଆଉ କାହା ଜୀବନରେ

ଘୋଟିଆସୁଥିବା ଅନ୍ଧକାର

ଆଖିସମ୍ନାରେ ଦେଖି

କରିପରେନି କାହାକୁ ପର


ଅପେଣେଇ ନିଏ

ନିଜ ଜୀବନକୁ ବଳିଦେଇ

ବେସାହାରା କୁ ସାହାରା ଦେବାପାଇଁ

ଅଭିଶପ୍ତ କୁ ମୁକ୍ତି କରିବା ପାଇଁ

ନିରାଶାର ଆଶା ହେବା ପାଇଁ

ଦରଦୀର ଦୁଃଖ ବୁଝିବା ପାଇଁ

ମରୁପ୍ରାୟ ଜୀବନକୁ ପଲ୍ଲବୀତ କରିବା ପାଇଁ

ସଦା ସେ ଚେଷ୍ଟାକରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract