Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banalaxmi Mohanty

Tragedy

4  

Banalaxmi Mohanty

Tragedy

ସଲାମ୍ ଶହୀଦ୍ ସଲାମ୍

ସଲାମ୍ ଶହୀଦ୍ ସଲାମ୍

1 min
182



ସଲାମ୍ ଶହୀଦ୍ ସଲାମ୍

ଦେଶ ଜାତିର ତୁମେ ରଖିଲ ନାମ

ଧନ୍ୟ ତୁମେ ଵୀର ସୈନିକ ଥିଲ

ମାଟି ମାଆ ପାଇଁ ଜୀବନ ଦେଲ

କରୁଛୁ ତୁମକୁ ପ୍ରଣାମ ।


ଛାଡିଦେଇ ତୁମେ ଘର ଦୁଆର

ମାଟି ମାଆ ତୁମ ଅତି ନିଜର 

ପଡି ଦ୍ରିରଙ୍ଗା ପତାକା ମୋହରେ

ପ୍ରାଣ ଭଳି ଦେଲ ଶତ୍ରୁ ହାତରେ

ତୁମେ ଗଉରଵ ଦେଶର।


ଛାତି ଲହୁ ଢାଳି ଏ ମାଟି ଵୁକୁରେ

ଘଉଡାଇ ଦେଲ ତୁମେ ହେ ଶତ୍ରୁ ରେ

ମାଟି ମାଆ ଆଜି କାନ୍ଦୁଛି ଅଧୀରେ

ତ୍ରିରଙ୍ଗା ପତାକା ଲୋଟେ ଶଵପରେ

ଶୋକଛାୟା ଖେଳେ ଦେଶରେ ।


ମାଟି ମାଆର ହେ ସୁଯୋଗ୍ୟ ସନ୍ତାନ 

ଝୁରନ୍ତି ତୁମକୁ ଦେଶବାସୀ ଗଣ

ଶହୀଦ୍ ହେ ତୁମେ ସର୍ଵଦା ଅମର

ଆଦର୍ଶ ତୁମେ ହେ ଭାରତ ମାତାର

ଧନ୍ୟ ଧନ୍ୟ ତୁମ ଜୀବନ ।

ସଲାମ୍ ଶହୀଦ୍ ସଲାମ୍ ।


Rate this content
Log in

Similar oriya poem from Tragedy