STORYMIRROR

Manas Kumar

Inspirational

3  

Manas Kumar

Inspirational

ସଲାମ ମୋ ଦେଶ

ସଲାମ ମୋ ଦେଶ

1 min
318

ଆଜିର ସ୍ୱାଧୀନତା ପାଇଁ ଜୀବନ ଦେଇଥିଲେ କେତେ ଯେ ସଂଗ୍ରାମୀ 

ଯାହା ପାଇଁ ଆମର ଏ ସ୍ୱାଧୀନତା ର ଦିବସ ୧୫ ଅଗଷ୍ଟ ଦିନରେ ।


ସ୍ୱାଧୀନତା ପରେ ରଚିତ ହୋଇଲା ଆମ ସମ୍ବିଧାନ 

ଯାହା ପାଳିତ ହୋଇଲା ଗଣତନ୍ତ୍ର ଦିବସ ୨୬ ଜାନୁଆରୀ ରୂପରେ ।


ସ୍ୱାଧୀନତାର ଅନେକ ବର୍ଷ ପରି ଭି ମୋ ଦେଶ ସୁରକ୍ଷିତ 

କାରଣ ଏହାର ସୁରକ୍ଷା ଆମ ବୀର ଯବାନଙ୍କ କାନ୍ଧରେ ।


ମୋ ଦେଶର ଗଣତନ୍ତ୍ର ଏକ ଉଦାହରଣ ସାରା ଜଗତେ 

ଆମ ଏ ତ୍ରିରଙ୍ଗା ସଦା ଉଡୁଥାଉ ସବୁଠୁ ଉଚ୍ଚ ରେ ।


Rate this content
Log in

Similar oriya poem from Inspirational