STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ସଲାମ ମହାନ ସୈନିକ

ସଲାମ ମହାନ ସୈନିକ

1 min
226

ଆଜି ତାଲା ବନ୍ଦର ସାତ ଦିନ

ଆମେ ଘରେ ରହି

ଆମେ ବ୍ୟସ୍ତ ହେଇ ଗଲୁଣି

ସେଇ ପୋଲିସ ବାହୀନି

ଯେଉଁମାନେ ଦିନ ରାତି

ରାସ୍ତା ଘାଟରେ

ଆମ ସେବାରେ

ସଲାମ ମୋ ତରଫରୁ

ପୁରା ଦେଶବାସୀଙ୍କ ତରଫରୁ।

ଯେଉଁ ଡାକ୍ତର ନର୍ସ

କରୋନା ଭାଇରସ ମୁକାବିଲା ପାଇଁ ଦିନ ରାତି ତତ୍ପର

ସେଇ ଜୀବନ୍ତ ଦେବତା ଓ ଦେବୀଙ୍କୁ

ମୋର ଭକ୍ତିପୂତ ପ୍ରଣିପାତ।

ସଲାମ ସଲାମ ସେଇ ମ୍ୟୁନିସିପାଲଟି କାମ କରୁଥିବା

ସମସ୍ତଙ୍କୁ ସଲାମ।

ସମାଜିକ କର୍ମ କର୍ତ୍ତା ଓ ସରକାରୀ ସ୍ତରରେ

ଯେଉଁମାନେ ଆମ ପାଇଁ ସେବlରତ

ସେମାନଙ୍କୁ ସଲାମ ।

ଆମ ପାଇଁ ସମସ୍ତେ ଏତେ କାମ କରୁଛନ୍ତି

ତାକୁ ବ୍ୟର୍ଥ ହେବାକୁ ଦେବlନି

ଏଇ କେତେ ଦିନ ଘରେ ଥିବା

ବାରମ୍ବାର ନିଜ ହାତ ଧୋଇବା

ସାମାଜିକ ଦୂରତ୍ୱ ବଜାୟ ରଖିବl

ସେଇ ମହାନ ସେନାକୁ

ଅପରାଜିତାର ସଲାମ ଓଭକ୍ତିପୂତ ପ୍ରଣିପାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational