STORYMIRROR

Brundabana Pradhan

Romance

2  

Brundabana Pradhan

Romance

ସକଳେ ଡାକନ୍ତି

ସକଳେ ଡାକନ୍ତି

1 min
133

ସକଳେ ଡାକନ୍ତି ତମେ ତମେ ବୋଲି 

ସେ ତମେର ମାନେ ନାହିଁ 

ଥରୁଟିଏ ତମେ ତମେ ଡାକି ଦେଲେ

ଏତେ ମିଠା କିସପାଇ  ।

ସକଳେ ଡାକିଲେ ତମେ ତମେ ବୋଲି

ମନକୁ ନ ଲାଗେ ଭଳ

ଥରୁଟିଏ ତମ ତମେ ଡାକଟି 

ଶୁଣିବାକୁ ଇଚ୍ଛା ହୁଏ କେବଳ ।

ତମରି ଆଗରେ

ସକଳ ଜନର ଆଦର ଫିକା ପଡିଯାଏ 

କେତେବେଳେ ପ୍ରିୟା ତମେ ଡାକିବ

ଶୁଣିବାକୁ ମନ ମୋ ବାଟ ଚାହିଁ ଥାଏ। 

ଜୀବନର ଚଳାପଥେ

ତମେ ମୋ ପ୍ରେମିକା

ତମେ ତମେ ବୋଲି

ଶୁଣେ ମୁ ଏକା ଏକା ।



Rate this content
Log in

Similar oriya poem from Romance