STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସଖା

ସଖା

1 min
105

ହଜିଗଲେ ଖୋଜିପାଇବା 

ଭାରି ମୁସ୍କିଲ 

ମାନବୀୟ ମୂଲ୍ୟବୋଧ 

ଅଭାବରେ ଜଣେ 

ହୁଏତ ଜଙ୍ଗଲୀ 

ଚପଳଛନ୍ଦାର ଗଜରାରେ 

ବାସ୍ନା ଅସଲି 

ରଜନୀଗନ୍ଧାର ବାସ୍ନାରେ 

ରାତ୍ରୀ ହସେ ଖିଲିଖିଲି 

ଭୋଦୁଅରେ ଶ୍ରାବଣ କୁ 

ଦିଶେ ମଖମଲ୍ଲୀ 

ଆଉ ଶ୍ରାବଣ ରେ ଜହ୍ନଟା 

ଭାରି ଖାମଖିଆଲି 

ପ୍ରତିଶ୍ରୁତି ଦେଇ ରଖିବାରେ 

ଏମିତି ମଜ୍ଜିଗଲି 

ଆଜିଯାଏଁ ଆକାଶରୁ 

କେତେଟା ଉଲକା 

ଗଣିବାରେ ଫସିଗଲି 

ତମରାଣ ସଖା 

ତମେ ଦୂରେ ଅବା ପାଖେ 

ବନ୍ଧୁ ବୋଲି ନିଶ୍ଚେ ଜାଣିଗଲି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract