STORYMIRROR

Anil kumar Pradhan

Thriller

3  

Anil kumar Pradhan

Thriller

ସକାଳ ସହର

ସକାଳ ସହର

1 min
164

ସକାଳୁ ସଞ୍ଜରେ ସହର ସାହିରେ

ଗାଁ ଦାଣ୍ଡ ଖୋଜେ ଯାଇ

ସୁଭେନା ସକାଳ କୁକୁଡ଼ାର ଡାକ

କାକ ରାବ ଅବା କାହିଁ ?


ଗାଈଗୋଠ ଗାଥା

ଗହଳ ଚହଳ

ବନ୍ଧରେ ବାନ୍ଧବ

ସ୍ବପ୍ନ ସୌଦାଗର


ମାଆର ମମତା ମନ୍ତ୍ରର ଖଡ଼ିକା

କଥା ଏଠି କୁହେ ନାହିଁ

ଚଷାପୁଅ ହଳ ଦାଣ୍ଡରେ ଯାଏନି

ସ୍ୱର୍ଗ ଗ୍ରାମ କାହିଁ କାହିଁ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller