STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ସଜାଡି ଦେଲି ମୁଁଅସଜଡା ଗାଡି

ସଜାଡି ଦେଲି ମୁଁଅସଜଡା ଗାଡି

1 min
139


ସଜାଡି ଦେଲି ମୁଁ

ଅସଡା ଗାଡି ଷ୍ଟେରିଂ

ବ୍ରେକ୍ ଦେଇଛି ଯୋଡି

ଗଡି ଚାଲିବ ସେ

ଫଟ୍ ଫଟ୍ କରି ।

ବସାଇ ନେବ ସେ

କେତେ ଯେ ଲୋକ

ସ୍ତ୍ରୀ ବୁଢା ବୁଢି

ଛୋଟ ପିଲା ପର୍ଯ୍ୟନ୍ତ,

ଚକ ତା ଘୂରିବ ଘିରି ଘିରି

ଗଡି ଚାଲିବ ସେ

ଲମ୍ବା ଲମ୍ବା ସଡକ ଡେଇଁ

ଦେଖିବ ଲୋକଙ୍କ

କେତେ ସୁଖ ଦୁଃଖ

ବୋହି ନେବ ତାଙ୍କରି ବୋଝ

ସବୁ ଥକାମି ଦେବ ଦୂରେଇ

ବାଟରେ ଭେଟିବ

କେତେ ଯେ ଜଣା ଅଜଣା

ଗାଡି ବସିବ

ମିତ ତାଙ୍କରି ସହିତ

ନିଜ ସୁଖ ଦୁଃଖ

ପରସ୍ପର ସହ ନେବେ ଯେ ବାଣ୍ଟି

ତା ଦେହେ ଜଡିତ

କେତେ କବ୍ଜା

ଚାରୋଟି ଚକରେ ସେ

ସିମୀତ ନୁହଁଇ

ବିଭନ୍ନ ରଙ୍ଗେ ଦେଇଛି ସଜାଇ

ଗାଡିଟି ଅଟଇ

ଅତି ପ୍ରିୟ ମୋହରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational