STORYMIRROR

Ramachandra Bhutia

Inspirational Others

3  

Ramachandra Bhutia

Inspirational Others

ସିଦ୍ଧେଶ୍ଵରୀ ଅଷ୍ଟକ

ସିଦ୍ଧେଶ୍ଵରୀ ଅଷ୍ଟକ

1 min
287

ପଦ୍ମାସନେ ସ୍ଥିତା ଦେବୀ ଭୟକ୍ରୋଧଃ ବିବର୍ଜିତା

ଅଭୟ ବରଦାୟିନୀ ସର୍ବଗୁଣ ସମନ୍ଵିତ୍ୟା   ।।


ସର୍ବଜ୍ଞାନର୍ମୟୀ ଦେବୀ ସର୍ବାଳଙ୍କାର ଭୂଷିତା

ସିଦ୍ଧେଶ୍ୱର୍ଯ୍ୟେ ନମାମ୍ୟାହଂ ପଞ୍ଚାସ୍ୟ ପରିସେବିତାଃ ।।


ସର୍ବ ଲୋକସ୍ୟ ଜନନୀ ବାଗ୍ଦେବୀ ଚାରୁହାସିନୀ

ଚତୁଃର୍ବଗ ଫଳଦାତ୍ରୀ ସିଦ୍ଧେଶ୍ୱର୍ଯ୍ୟେ ପ୍ରଣମାମି   ।।


ଆଦିମାତା ଅନ୍ନପୂର୍ଣ୍ଣା ବିନ୍ଧ୍ୟାଞ୍ଚଳ ନିବାସିନୀ

ସିଦ୍ଧେଶ୍ୱର୍ଯ୍ୟେ ନମାମ୍ୟାହଂ ମାତା କାମ୍ପିଲ୍ୟ ବାସିନୀ ।।


ଗିରିନ୍ଦ୍ର ରାଜତନୟା ରକ୍ତପୁଷ୍ପେ ସୁଶୋଭିତା

ସିଦ୍ଧେଶ୍ୱର୍ଯ୍ୟେ ନମାମ୍ୟାହଂ ପରମବୈଷ୍ଣବୀ ମାତା  ।।


ବିଘ୍ନହର୍ତ୍ତାସ୍ୟ ଜନନୀ ଚଣ୍ଡମୁଣ୍ଡ ବିନାଶିନୀ

ସିଦ୍ଧେଶ୍ୱର୍ଯ୍ୟେ ନମାମ୍ୟାହଂ ମହିଷାସୁର ମର୍ଦ୍ଧିନୀ  ।।


ଶୁକ୍ଲାମ୍ବରୀ ରକ୍ତାମ୍ବରୀ ଦିଗମ୍ବରୀ ଜଗତ୍ମାତା

ସିଦ୍ଧେଶ୍ୱର୍ଯ୍ୟେ ନମାମ୍ୟାହଂ ସୁରେଶ୍ଵରୀ ସୁରଶ୍ରେଷ୍ଠା ।।


ଶାନ୍ତାସୌମ୍ୟା ରୁପମ୍ ଦେବୀ ମହାକାଳୀ ଭୀତିପ୍ରଦଃ

ସିଦ୍ଧେଶ୍ୱର୍ଯ୍ୟେ ନମାମ୍ୟାହଂ ସନ୍ତାନମ୍ ଅଭୟପ୍ରଦଃ  ।।


ନମସ୍କୃସ୍ତେ ଯୋଗମାୟା ଜଗଦମ୍ବେ ବିଶ୍ଵମାତଃ

ସିଦ୍ଧେଶ୍ୱର୍ଯ୍ୟେ ନମାମ୍ୟାହଂ ପ୍ରଣମାମି ଶତଶତଃ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational