Sunanda Mohanty
Action Others
ଶରୀର ନିରୋଗ
ମନ ଆରୋଗ୍ୟ
ସନ୍ତାନ ସୁଯୋଗ୍ୟ
ସଭିଙ୍କ ସହଯୋଗ
ଜ୍ଞାନର ଦୁରୂପଯୋଗ
ପ୍ରାଣାୟାମ ଓ ଯୋଗ
ମିଶାଣ ଥିଲେ ହିଁ ବିୟୋଗ
ପଞ୍ଚଭୂତ ସଂଯୋଗ
ସୂର୍ଯ୍ୟଙ୍କ ପରାଗ
ଚନ୍ଦ୍ର ଗ୍ରହଣ ଯୋଗ
ଏମାନଙ୍କ ଯୋଗ ଓ ବିୟୋଗ
ସଂସାର ର କେତେକ ରାଗ
ସପ୍ତରଙ୍ଗର କର ସଦୁପଯୋଗ
ଏକାନ୍ତ କାମ୍ୟ ସହଯୋଗ l
ଆସିଛି ରାକ୍ଷୀ
ତାରାଫୁଲ ,,,...
ପ୍ରେମ
ରାଜର୍ଷି
ରାକ୍ଷୀ
ରାକ୍ଷୀଫୁଲ
ସ୍ବାଧୀନ ଭାରତ
ବୋଉ
ସ୍ୱାଧୀନତା ଅନୁ...
ପ୍ରେମ ଆସେ କୃଷ୍ଣାର ଡାକ ପରି ଆତୁରତାରେ ପ୍ରେମ ଆସେ ଅହଲ୍ୟାର ଚାହାଣିରେ ପ୍ରେମ ଆସେ କୃଷ୍ଣାର ଡାକ ପରି ଆତୁରତାରେ ପ୍ରେମ ଆସେ ଅହଲ୍ୟାର ଚାହାଣିରେ
ପ୍ରାତଃ ଭ୍ରମଣ ପ୍ରାତଃ ଭ୍ରମଣ
ସବୁ ଫଳ ପରା ଓଲଟା ଫଳୁଛି ନ ହେବା କଥା ହୁଅଇ, ଜଗତବାସୀଙ୍କ ନୟନରୁ ଲୁହ ପୋଛିବ ବସି ଭାବଇ। ସବୁ ଫଳ ପରା ଓଲଟା ଫଳୁଛି ନ ହେବା କଥା ହୁଅଇ, ଜଗତବାସୀଙ୍କ ନୟନରୁ ଲୁହ ପୋଛିବ ବସି ...
ଶୀତ ଶୀତ
*ପ୍ରକୃତ ମରଦ ସିଏ *ପ୍ରକୃତ ମରଦ ସିଏ
ବାରଣ ଜମା ନ କର ବାରଣ ଜମା ନ କର
ଶ୍ରାବଣର ଲମ୍ବା ଝଡ ଧୋଇ ପାରେ ନାହିଁ ମଣିଷ ହୃଦୟୁ କଳଙ୍କ ଶିଉଳି ମନରୁ ମଇଳା । ଶ୍ରାବଣର ଲମ୍ବା ଝଡ ଧୋଇ ପାରେ ନାହିଁ ମଣିଷ ହୃଦୟୁ କଳଙ୍କ ଶିଉଳି ମନରୁ ମଇଳା ।
ମୋ ପ୍ରେମିକା ଆଉ ମୁଁ? ମୋ ପ୍ରେମିକା ଆଉ ମୁଁ?
ସଞ୍ଜ ନଇଁ ଆସିଲାଣି । ସଞ୍ଜ ନଇଁ ଆସିଲାଣି ।
ସକାଳ ସୂର୍ଯ୍ୟଙ୍କ ରକ୍ତିମ କିରଣ ପ୍ରଥମେ ପଡେ ମୋ ଗାଁ ମନ୍ଦିରେ ଝଲସି ଉଠେ ମନ୍ଦିର ମୁଖଶାଳା ସକାଳ ସୂର୍ଯ୍ୟଙ୍କ ରକ୍ତିମ କିରଣ ପ୍ରଥମେ ପଡେ ମୋ ଗାଁ ମନ୍ଦିରେ ଝଲସି ଉଠେ ମନ୍ଦିର ମୁଖଶ...
ଚାଷୀ ଭାଇ ଯାଏ ଗହୀର ବିଲକୁ କାଳିଆ କଷରା ନେଇ, ମନ ହରଷରେ ବିହନ ପକାଏ କେତେ ବାଗେ ଗୀତ ଗାଇ ଚାଷୀ ଭାଇ ଯାଏ ଗହୀର ବିଲକୁ କାଳିଆ କଷରା ନେଇ, ମନ ହରଷରେ ବିହନ ପକାଏ କେତେ ବାଗେ ଗୀତ ଗାଇ
ମୋହ ମାୟାରେ ପଡି କରୁଛନ୍ତି ଅନୀତି ଅନ୍ୟାୟ ପରେ ନିନ୍ଦୁଛନ୍ତି ଈଶ୍ୱରଙ୍କ ଅସ୍ଥିତ୍ୱକୁ। ମୋହ ମାୟାରେ ପଡି କରୁଛନ୍ତି ଅନୀତି ଅନ୍ୟାୟ ପରେ ନିନ୍ଦୁଛନ୍ତି ଈଶ୍ୱରଙ୍କ ଅସ୍ଥିତ୍ୱକୁ।
ନିଜ ପରିଚୟ ଲୁଚିଯାଇଛି ମୋ ପୁରୁଷର ପାଦ ତଳେ, ସ୍ୱାଧୀନ ହେବାକୁ ଚେଷ୍ଟା କଲେ ମତେ ନିଜ ପରିଚୟ ଲୁଚିଯାଇଛି ମୋ ପୁରୁଷର ପାଦ ତଳେ, ସ୍ୱାଧୀନ ହେବାକୁ ଚେଷ୍ଟା କ...
ଏମିତି ଜୀବନ ଦୁହିଁଙ୍କୁ ନେଇ କି ଗର୍ବ ଜୀବନେ କରିବା କାହିଁ !! ମଣିଷ ଜୀବନ ନଈର ଧାର ସୁଖ ପରେ ମିଳେ ଦୁଃଖ ପ... ଏମିତି ଜୀବନ ଦୁହିଁଙ୍କୁ ନେଇ କି ଗର୍ବ ଜୀବନେ କରିବା କାହିଁ !! ମଣିଷ ଜୀବନ ନଈର ଧାର ...
ସବୁ ଜୀବନରେ ସମୟ ସ୍ପର୍ଶ, ଅତୀତ, ବର୍ତ୍ତମାନ,ଭବିଷ୍ୟତର ମୋହଗ୍ରସ୍ତ ଇଲାକାରେ ସବୁ ଜୀବନରେ ସମୟ ସ୍ପର୍ଶ, ଅତୀତ, ବର୍ତ୍ତମାନ,ଭବିଷ୍ୟତର ମୋହଗ୍ରସ୍ତ ଇଲାକାରେ
ଯେ ଶୁଣିଛି ,ଯେ ମାନିଛି, ଧୈର୍ଯ୍ୟ ଧରି ନଇଁ ନାହିଁ ଜୀବନେ ତା କେବେ ଦିନେ ମଥା . ଯେ ଶୁଣିଛି ,ଯେ ମାନିଛି, ଧୈର୍ଯ୍ୟ ଧରି ନଇଁ ନାହିଁ ଜୀବନେ ତା କେବେ ଦିନେ ମଥା .
ଜୀବନ ତ ଦୁଇ ଦିନର ଅନ୍ୟର କ୍ଷତି ନ ଭାବ ନିଜର ଉନ୍ନତି ସହ ଅନ୍ୟର ଉନ୍ନତି ପାଇଁ ଭାବ... ଜୀବନ ତ ଦୁଇ ଦିନର ଅନ୍ୟର କ୍ଷତି ନ ଭାବ ନିଜର ଉନ୍ନତି ସହ ଅନ୍ୟର ଉନ୍ନତି ପାଇଁ ଭା...
ପ୍ରଶ୍ନଟିଏ ସ୍ୱତଃ ମୁଣ୍ଡଟେକି ଅନାଇଥାଏ ସେଇ ପ୍ରଶ୍ନ ଭିତରେ ମୁଁ ପୁଣି ହଜିଯାଏ ପ୍ରଶ୍ନଟିଏ ସ୍ୱତଃ ମୁଣ୍ଡଟେକି ଅନାଇଥାଏ ସେଇ ପ୍ରଶ୍ନ ଭିତରେ ମୁଁ ପୁଣି ହଜିଯାଏ
ଆଦିଶକ୍ତି ମାଆ ଚଣ୍ଡୀ ନାମ ତୋ କଟକେ ଚର୍ଚ୍ଚିକା ନାମେ ରହିଲୁ ଵାଙ୍କିରେ ଛଟକେ ଆଦିଶକ୍ତି ମାଆ ଚଣ୍ଡୀ ନାମ ତୋ କଟକେ ଚର୍ଚ୍ଚିକା ନାମେ ରହିଲୁ ଵାଙ୍କିରେ ଛଟକେ
ସିକ୍ତ କରିଦିଅ ଅଭିମାନର ତତଲା ଭାବନା ଗୁଡିକୁ ନିମିଷେ ପୋଛିଦିଅ ସିକ୍ତ କରିଦିଅ ଅଭିମାନର ତତଲା ଭାବନା ଗୁଡିକୁ ନିମିଷେ ପୋଛିଦିଅ