STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ସହଯୋଗ ଆନ୍ଦୋଳନ

ସହଯୋଗ ଆନ୍ଦୋଳନ

1 min
23.6K


ମହାତ୍ମା ଗାନ୍ଧୀ ଅସହଯୋଗ ନାମେ

କରିଥିଲେ ଆନ୍ଦୋଳନ ।

ଫିରିଙ୍ଗି ଶାସନ ହୋଇଲା କାତର

ଦେଖି ଅହିଂସା ର ଜନ ।।୧

ଅହିଂସା ପୂଜାରୀ ବଳେ ସିନା ଭାଇ

ହୋଇଲା ଦେଶ ସ୍ବାଧୀନ ।

ଭାରତ ଛାଡ଼ ଅସହଯୋଗ ନାମେ

ହେଲା ବୋଲି ଆନ୍ଦୋଳନ ।।୨

ନିର୍ଦୟ ଫିରିଙ୍ଗି ଗଲେ ଯେ ପଳାଇ

ଦେଖି ଆମ ଆନ୍ଦୋଳନ ।

ସହଯୋଗ ନାମେ କରୋନା ପାଇଁ ରେ

କରିବା ଯେ ଆନ୍ଦୋଳନ ।।୩

ସହଯୋଗ ବଳେ କରୋନା ଯିବ ଯେ

ଛାଡି ଭୟେ ଭାରତରୁ ।

ଆସଭାଇ ଆମେ କରିବା ସବୁରେ

ଆନ୍ଦୋଳନ ଏବେ ସୁରୁ ।।୪

  


Rate this content
Log in

Similar oriya poem from Inspirational