Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ଶୁଣ ପିଲାଏ

ଶୁଣ ପିଲାଏ

1 min
6.7K


କାହାକୁ ପିଲେ କେବେ ବି ହେଲେ

କରିବ ନାହିଁ ଥଟ୍ଟା ।

ହେଉ ବା ସିଏ କୁଜା କି କଣା

ହେଉ ବା ଅନ୍ଧ ଛୋଟା ।

ହେଉ ବା ବୁଢ଼ା ହେଉ ବା ବୁଢ଼ୀ

ଭିକାରୀ ହେଉ ସିଏ ।

ହୃଦୟେ ବହ ସେନେହ ଦୟା

ଯେମିତି ଥାଉ ଯିଏ

କହିଣ ଆହାଃ ହୋଇଲେ ସାହା

ବିଧାତା ହେବେ ଖୁସି ।

ତୁମର ଚଲାପଥରେ ଫୁଲ

ବରଷି ଦେବେ ଆସି ।

ପରକୁ ଦୁଃଖ ଦେଇ କେ ସୁଖ

ଜଗତେ ନାହିଁ ପାଇ ।

ଯେମିତି କାମ ସେମିତି ଫଳ

ବିଧାତା ଅଛି ଥୋଇ ।

ତେଣୁରେ ପିଲେ କାହାର ମନେ |


Rate this content
Log in

Similar oriya poem from Children