STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଶୁଣ ହେ କଳାସାଆନ୍ତ

ଶୁଣ ହେ କଳାସାଆନ୍ତ

1 min
184


ଶୁଣ ହେ କଳାସାଆନ୍ତ

ଉତ୍କଳ ବାସୀ ଙ୍କ ଆରତ

ଯେପରି ଭାବରେ ଆସୁଛି ୟାସ୍

ତାକୁ କର ପରାହତ।

   


ସମୁଦ୍ର ମଧ୍ୟରେ ଦିଅନ୍ତୁ ମିଳାଇ

ଆସିଛି ଯେଉଁଠୁ ଯାଉ ସେ ପଳାଇ

ଭୟେ ଥରହର ହେଉଛି ପରାଣ

   ଛେଦି ଦିଅ ତାର ପକ୍ଷ।


 ଶୁଣ ହେ କଳାସାଆନ୍ତ।


ୟାସର ଗତିକୁ କର ହେ ନିରୋଧ

ଆହେ ଭାବଗ୍ରାହୀ କ୍ଷମି ଅପରାଧ

 ଯେଉଁଠୁ ଆସିଛିସେ ସ୍ଥାନକୁ ଫେରୁ

ଅଟକାଅ ତାର ପଥ।


 ଶୁଣ   ହେ କଳାସାଆନ୍ତ,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational