STORYMIRROR

Ranjita Das

Tragedy

2  

Ranjita Das

Tragedy

ଶୁଖିଲା ପାଖୁଡା

ଶୁଖିଲା ପାଖୁଡା

1 min
61

ମୁଁ ଏବେ ଝଡ଼ିଯାଇଥିବା ଫୁଲର ପାଖୁଡା,

ଅପେକ୍ଷା କରି କରି ଝଡି ଗଲି, 

ବାଟ ଚାହିଁ ଚାହିଁ ତରି ଗଲି ।

ଏବେ ନାହିଁ ବିଶ୍ୱାସ କି ଭରସା,

ଏଇ ଭଲ ପାଇବାର ଖେଳରେ ମୁଁ ହାରିଗଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy