STORYMIRROR

Bela Bhumi

Inspirational

2  

Bela Bhumi

Inspirational

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
3.2K


ଶୁଭ ଦୀପାବଳୀ ଶୁଭ କାମନା

ଆଲୋକିତ ହେଉ ଚିନ୍ତା ଚେତନା ,

ଘୁଞ୍ଚି ଯାଉ ଯେତେ ଅମା ଅନ୍ଧାର

ଗୁଂଜରିତ ହେଉ ସତ୍ୟର ସ୍ୱର ,

ପ୍ରସ୍ଫୁଟିତ ହେଉ ଜୀବନ କଳି

ସୁଗନ୍ଧ ଯାଉ ତା ମଳୟେ ଖେଳି ,

ଜଗା କାଳିଆକୁ ଏତିକି ଅଳି .....

ବେଳାର ସମସ୍ତ ଶୁଭେଛୁ ମାନଙ୍କୁ

ବେଳାଭୂମିର’ ଏ ‘ସୁ-ଦୀପାବଳୀ’ II

ତପନ ଦୀକ୍ଷିତ (ବେଳାଭୂମି)

୧୮.୧୦.୨୦୧୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational