STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ଶତ୍ରୁପୀଡ଼ା

ଶତ୍ରୁପୀଡ଼ା

1 min
14.2K


ଋଣପୀଡା କରେ ମନ ବିଚଳିତ

ଦେହ ପୀଡା ତା ଠୁ କଷ୍ଟ

ଶତ୍ରୁପୀଡ଼ା କିନ୍ତୁ ମନ ଦେହ ପ୍ରାଣ

କରିଥାଏ ନଷ୍ଟଭ୍ରଷ୍ଟ

ନିଜ ଲୋକ ଯଦି ଶତ୍ରୁ ହୋଇଥାଏ

ସବୁଠୁ ବେଶୀ କଷଣ

ସେ କଷ୍ଟ ଏମିତି ଯନ୍ତ୍ରଣା ଦାୟକ

ବଞ୍ଚି ବି ହେବ ମରଣ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract