STORYMIRROR

Pramod Kumar Jena

Comedy

2  

Pramod Kumar Jena

Comedy

ଶସ୍ତା କବିତା - ୩୯

ଶସ୍ତା କବିତା - ୩୯

1 min
2.9K


ଡାକ୍ତରମାନଙ୍କ     ଦେଖି ହସ୍ତାକ୍ଷର

ହାର୍ ମାନିଯିବେ ବସ୍ କଣ୍ଡକ୍ଟର୍

ଅଟୋବାଲା କବିପ୍ରବର

ଲେଖିଦେବେ ନାଆଁ    ଦୁନିଆଁଯାକର

ପୁଅ ଝିଅ ଠାରୁ ବାପା ମା ଓଗେର

‘ଘରକୁ ଫେରିଲେ ତୁମର’


ପ୍ରମୋଦ କୁମାର ଜେନା ©


Rate this content
Log in

Similar oriya poem from Comedy